ରାଜଧାନୀର ଛାତରେ ଇସ୍ରାଏଲି ଚାଷ
ଜମି ନଥିବା ସହରବାସୀଙ୍କ ଚାଷ ସଉକ ପୂରଣ ପାଇଁ ସୃଷ୍ଟି ହୋଇଛି ନୁଆଁ ସମ୍ଭାବନା । ରାଜଧାନୀର କୃଷି ଗବେଷକ ସୁବ୍ରତ କୁମାର ମହାନ୍ତି ଓ ତାଙ୍କର ଏସ କେ ଏମ ହାଇଡ୍ରୋପୋନିକ ପ୍ରୋପାଇଟର କମ୍ପାନୀ ଛାତ ଉପରେ ଇସ୍ରାଏଲ ପ୍ରଣାଳୀରେ ସ୍ୱାଦକର ଫସଲ ଅମଳର ବାଟ ଦେଖାଇଛନ୍ତି....
#ArgusNews #Odisha #Bhubaneswar #Farming