୧୯୯୯ମସିହା ରେ ପ୍ରଳୟଙ୍କରୀ ମହାବାତ୍ୟା ରଚିଥିଲା ତାର କରାଳ ତାଣ୍ଡବଲୀଳା ଏଥିରେ ବହୁ ଖେୟଖେତି ମଧ୍ୟ ଘଟିଥିବାର ଦେଖିବାକୁ ମିଳିଥିଲା ଏନେଇ ସରକାର ଘୋଷଣା କରିଥିଲେ ହିତାଧିକାରୀଙ୍କ ପାଇଁ ବହୁ କିଛି ଯୋଜନା କିନ୍ତୁ ଆଜକୁ ୨୧ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଯୋଜନାରୁ ବଞ୍ଚିତ ଅଛନ୍ତି ହିତାଧିକାରୀ .....
#ArgusNews #GovtYojanafailed #Odisha #Cuttack #Chaoudwar
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍