ରାଜ୍ୟକୁ ଫେରିଥିବା 10 ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ଅନେକ କାମ ନ ପାଇ ପୁଣି ହୋଇଛନ୍ତି ସୁରଟ ମୁହାଁ । ତେବେ ପ୍ରଶ୍ନ ଉଠୁଛି କାହିଁକି ଆମ ରାଜ୍ୟରେ ଶ୍ରମିକଙ୍କୁ ମିଳୁନି କାମ । ପ୍ରବାସୀଙ୍କୁ ରୋଜଗାର ଦେବାରେ କାହିଁକି ସଫଳ ହେଉନାହାଁନ୍ତି ସରକାର ...
#ArgusNews #Migrants #MSME_DAY #Surat_Return