କରୋନା ସଙ୍କଟ କାଳରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା...ଗରିବଙ୍କୁ ମିଳିବ 2 ମାସର ମାଗଣା ରାସନ..
ଆଜି ନାଇଟ କର୍ଫ୍ୟୁ, କାଲିଠୁ ସପ୍ତାହନ୍ତ ସଟଡାଉନ...ସବୁ ସହରାଞ୍ଚଳରେ ଲାଗୁ ହେବ କଟକମା...
ଘୋଷଣା ପରେ କେମିତି ଅଛି ସୀମାରେ ସ୍ଥିତି?...ମୟୁରଭଞ୍ଜରେ ସୀମାରେ ନାହିଁ ଚେକିଂ...
କୌଶଳ ବିକାଶ ନାଁରେ ଖାଇଗଲେ 568 କୋଟି...
ସରକାରୀ ଆଇବିରେ ସଂକ୍ରମିତ ବିଜେଡି MLA...ନିୟମର ଧଜିଆ ଉଡ଼ାଇ ବାଣ୍ଟୁଛନ୍ତି କରୋନା...
ଗିରଫଦାରୀକୁ ନେଇ ପ୍ରଶ୍ନ କଲେ RTI କର୍ମୀ ସର୍ବେଶ୍ବର ବେଉରା...
କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ...
ରାଜଧାନୀଠୁ ଆରମ୍ଭ କରି ରାଉରକେଲା ଯାଏଁ ଅବ୍ୟବସ୍ଥାର ଚିତ୍ର....
ଜଳପଥ ଦେଇ ଓଡ଼ିଶା ଆସିପାରନ୍ତି ପ୍ରବାସୀ..
ରାଜ୍ୟବ୍ୟାପୀ ଜଳକଷ୍ଟର ଚିତ୍ର...ଗଞ୍ଜାମରେ ଦୂଷିତ ପୋଖରୀ ପାଣି ମେଣ୍ଟାଉଛି ଶୋଷ...
#ArgusNews #Odisha #Headline 7PM