ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କ ବିବାଦ ମାମଲା ପ୍ରତି ଦିନ ଘନେଇବାରେ ଲାଗିଛି । ଏବେ ବର୍ଷାକୁ ଘରୁ ତଡିବା ପାଇଁ ଅନୁଭବ କିପରି ଷଡଯନ୍ତ୍ର କରିଛନ୍ତି ତାହା ସାମ୍ନାକୁ ଆସିଛି । ନିଜେ ଅନୁଭବ ଫେସବୁକ୍ରେ ଫଟୋ ପୋଷ୍ଟ କରି ମାନିଯାଇଛନ୍ତି....
#ArgusNews #Odisha #BJD #anubhav #BarshaAnubhavCase