କୋଭିଡ କଟକଣା ପରେ ପୁଣି ଥରେ ଆଜିଠୁ ଗଡ଼ିଲା ଜଳେଶ୍ୱର-ହାୱଡା ମେମୁ ଲୋକାଲ ଟ୍ରେନ । ଯାହାକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଜଳେଶ୍ୱର ଷ୍ଟେସନରୁ 6.15 ଗାଡି ଛାଡିଥିବା ବେଳେ ଯାତ୍ରୀ ମାନଙ୍କ ପାଇଁ କୋଭିଡ ନିୟମ ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ....
#ArgusNews #Balasore #Covid #Train #Jaleswar #Jaleswar_Howrah_Memu_Train_Riunning
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app