ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା । ଘର ନିହଁ ଖୋଳା ପାଇଁ ଆସିଥିବା ଟଙ୍କାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ନିହଁ ଖୋଳା ବାବଦକୁ ଆସିଥିବା ଟଙ୍କାକୁ କରାଯାଇଛି ଆତ୍ମସାତ ...
#ArgusNews #Puri #Pipili #AbasYojana #Scam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app