ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ମା ସୁଭଦ୍ରାଙ୍କ ଦାରୁକ୍ଷେତ୍ର ଅଢଙ୍ଗର ପରମ ଆରାଧ୍ୟ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୀଠରେ ଏକାଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମାଘ ପୁର୍ଣ୍ଣମା ପର୍ଯନ୍ତ ଅନୁଷ୍ଠିତ ହୋଇଯାଇଛି ।
#ArgusNews #Mela #NilakantheswarTemple #Jagatsingpur #Odisha