ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାନେ ଟ୍ବିଷ୍ଟ୍
ସମ୍ବଲପୁର ଏସପି କହେଲେ ଚିନ୍ମୟୀର୍ କରା ନାଇଁଯାଇ ହତ୍ୟା। ଆତ୍ମହତ୍ୟା କି ଦୁର୍ଘଟନା ସେନେଇକି ଚାଲିଛେ ଛାନଭିନ୍। ଭିସେରା ରିପୋର୍ଟ ଆଏବା ପରେ ଜନାପଡବା ପୂରା ସତ୍।
#ArgusNews #ChinmayeeSahoo #DeathCase #VSSUTstudent #Investigation #Odisha