ରାୟଗଡା ଜିଲ୍ଲା ସଦର ବ୍ଲକର ଖାଣ୍ଡେସୁ ଗାଁରେ ପ୍ରତ୍ୟେକ ଦିନ ଚୁଆ ଉପରେ ନିର୍ଭର କରନ୍ତି ଗାଁର ୫୦ରୁ ଅଧିକ ପରିବାର। ଭୂତଳ ଜଳ ହ୍ରାସ ପାଇଥିବା ତଥା ମରାମତି ଅଭାବରୁ ଗାଁରେ ଥିବା ଦୁଇଟି ନଳକୂପ ସଂପୂର୍ଣ୍ଣ ଅଚଳ। ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ ସମସ୍ୟାର ସମାଧାନ ହେଉନାହିଁ।
#Rayagada #WaterProblem #Tubewell #villageissue #Odisha #ArgusNews