#ଅଣ୍ଟା_ଭାଙ୍ଗିଦେଲା_କାଳବୈଶାଖୀ
ସାମୁହିକ ଆତ୍ମହତ୍ୟା ପାଇଁ ତରଭୂଜ ଚାଷୀଙ୍କ ଚେତାବନୀ । ସରକାରୀ ସହାୟତାକୁ ଅପେକ୍ଷା । କୋଟି କୋଟି ଟଙ୍କାର ତରଭୁଜ ନଷ୍ଟ । ଋଣ ନେଇ ବହୁ ପରିଶ୍ରମ କରି କରିଥିଲେ ତରଭୁଜ ଚାଷ, ଫଳ ମଧ୍ୟ ଖୁବ୍ ଭଲ ଫଳିଥିଲା ସମ୍ପୂର୍ଣ ଅମଳ ହୋଇଥିଲେ ୮ରୁ ୧୦ କୋଟିର ଲାଭବାନ ହୋଇଥାନ୍ତେ। ହେଲେ ସବୁ ଛାରଖାର କରିଦେଲା କାଳବୈଶାଖୀ ।
#ArgusNews #Kalabaisakhi #Watermelonfarmers #farmersIssue #Odisha