#ଦେଶରେ_ବାଘ_ସଂଖ୍ୟା_ବଢୁଛି_ହେଲେ_ରାଜ୍ୟରେ_କମୁଛି
ରିପୋର୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ନପୂରୁଣୁ ବୌଦ୍ଧରେ ବାଘ ଶିକାର। ରାଜ୍ୟରେ ହାତୀ ସଂଖ୍ୟା ବି କମୁଛି। ଏପରିକି ବଜ୍ରକାପ୍ତା ବି ବିଲୁପ୍ତ ହେବା ଭୟ ଘାରିଲାଣି...।
#ArgusNews #wildlifeprotection #wildanimals #hunting #OdishaGovt #ForestDepartment #Odisha