#ଅଳାଁ_ଦେଉଛି_ବାର୍ଷିକ_୮୦_ହଜାର_ଆୟ
ଔଷଧୀୟ ବୃକ୍ଷଲତା ଚାଷ ଜୀବିକାର ନୂଆ ଉତ୍ସ ହୋଇଛି । ଗଂଜାମଜିଲ୍ଲା ବୁଗୁଡ଼ାବ୍ଲକ ତାଳସାକର ଗ୍ରାମର ମହିଳା ଚାଷୀ ସୁଳତା ପ୍ରଧାନ ଅଂଚଳର ପ୍ରଥମ ଚାଷୀ ଭାବେ ଔଷଧୀୟ ଅଁଳା ଚାଷ କରି ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ସାଜିଛନ୍ତି । ସେ ୩୦୦ ଅଁଳା ଗଛରୁ ବାର୍ଷିକ ୧୫ରୁ ୧୮ କ୍ୟୁଣ୍ଟାଲ ଫଳ ଅମଳ କରି ୮୦ ହଜାର ଟଙ୍କାର ଅତିରିକ୍ତ ଆୟ କରନ୍ତି ।
#ArgusNews #Amla #farming #Ganjam #talasakar #income #GoodNews #womenfarmers #Odisha