#ଗ୍ରାମାଞ୍ଚଳକୁ_ଯାତାୟତ_ସୁବିଧା_ନିମନ୍ତେ_ସରକାର_ପକ୍କା_ସଡକ_ଓ_ପୋଲୋ_ନିର୍ମାଣ_କରୁଛନ୍ତି
ହେଲେ ଏବେବି ଉପାନ୍ତରେ କାଠ ଗଣ୍ଡି ପକାଇ ବିପଦପୂର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ପୋଲଟିଏ ନିର୍ମାଣ ହୋଇପାରୁନଥିବାରୁ ଗ୍ରାମବାସୀ ଯାତାୟାତ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପଲ୍ଲୀ ପଂଚାୟତ କେନ୍ଦୁଗୁଡା ଗ୍ରାମରୁ ଦେଖିବା ଏହି ରିପୋର୍ଟ ।
#ArgusNews #woodpoll #villagers #Malkangiri #ruralareas #kenduguda #Odisha #development