ଦେଶରେ ନୂଆ ରୂପ ନେଉଛି ଡିଜିଟାଲ ଲାଇଫ୍ ଷ୍ଟାଇଲ୍
ଫିକିର ‘ବିଶ୍ବ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ ଯୋଗଦେଇ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିକାଶଶୀଳ ବିଶ୍ବରେ ସମାଜ ମଙ୍ଗଳ ପାଇଁ କାର୍ଯ୍ୟ କରିବ ଭାରତୀୟ ନଲେଜ୍ ନେଟୱର୍କ ।
#DharmendraPradhan #skilldevelopment #WorldSkillsConference #Digitalization #ArgusNews