ପୁଣି ଦୁଲୁକିବ ମଞ୍ଚ । ଦୀର୍ଘ ୨୦ ମାସ ପରେ ରାଜ୍ୟ ସରକାର ଯାତ୍ରା ଓ ମେଲୋଡି କାର୍ଯ୍ୟକ୍ରମ କୁ ଅନୁମତି ଦେବା ପରେ ଖୁସି ପ୍ରକାଶ କରିଛନ୍ତି ମେଲୋଡି କଳାକାର । କେବଳ କଳାକାର ନୁହେଁ ମଞ୍ଚ ସହ ଜଡିତ ଅନେକ ଟେକ୍ନିସିଆନ ମଧ୍ୟ ଏହି ନିଷ୍ପତିରେ ଉପକୃତ ହେବେ । ଜୀବନ ଜୀବିକା କୁ ନେଇ ସଂଘର୍ଷ କରୁଥିବା ଅନେକ କଳାକାର ଏବେ ନିଜର ସତ୍ତା ହରେଇବାକୁ ବସିଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କଳାକାରଙ୍କୁ ଅସ୍ବସ୍ତି ପ୍ରଦାନ କରିଛି ।
#jatrakalakar #odiajatralover #melody #Odisha #ArgusNews