ନାହାରକଣ୍ଟା ଅଞ୍ଚଳରେ କୋଭିଡ କଟକଣା ମଧ୍ୟରେ ଗଜଲଷ୍ମୀ ପୂଜା ଆୟୋଜିତ ହୋଇଛି । ଧନଦାତ୍ରି ମା ମହାଲଷ୍ମୀଙ୍କର କୋଭିଡ କଟକଣା ମଧ୍ୟରେ ନିଡ଼ାମ୍ବର ଭାବରେ ମା ଙ୍କ ର ପୂଜାର୍ଚ୍ଚନା ଚାଲିଛି । 10 ଜଣ ସଭ୍ୟଙ୍କୁ ନେଇ ଚାଲିଛି ମା ଙ୍କ ଆରାଧନା
#Naharakanta #Laxmipuja #CovidGuideline #Odisha #ArgusNews