ଗତକାଲି ପାଖାପାଖି ଦିନ ୨ଟା ବେଳେ ଡ୍ରେନ୍ ପାଣିରେ ଭାସି ନିଖୋଜ ଥିଲେ ଜ୍ୟୋତିପ୍ରକାଶ । ରାତି ୧୦ଟା ଯାଏ ଡ୍ରେନ୍ ଭିତରେ ପଶି ୧୦ କିଲୋମିଟର ଯାଏ ଖୋଜାଖୋଜି କରିଥିଲେ ଅଗ୍ନିଶମ ବାହିନୀ ଟିମ୍ । ଶେଷରେ ଜ୍ୟୋତିପ୍ରକାଶଙ୍କର ମୃତଦେହ ମିଳିଛି
#Bhubaneswar #Drain #ChildDeath #drowning #ShatabdiNagar #jyotiprakash #BMC #ArgusNews