ପଶ୍ଚିମ ଓଡିଶାନେ ଫେଲ୍ ମାରିଛେ ରାଏଜ୍ ସରକାରଙ୍କର୍ ପାନୀୟ ଜଳ ଯୋଗାଣ ଯୁଜନା । ପାନି ଯୁଗାବାର ଲାଗି ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ କହି କରି ବାହାବାହି ନେଉଛନ୍। କିନ୍ତୁ ଏବେବି ବହୁତଟେ ଯାଗା ଅଛେ ଯେନ ଏବେତକ ପାଣି ନାଇ ପହଞ୍ଚି ପାରବାର।
#ArgusNews #Odisha #Bolangir #Patnagarh #WaterProblem