ଦୀର୍ଘ ୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଭାର ଉତ୍ତୋଳନରେ ଐତିହାସିକ ସଫଳତା ଆଣିଥିବା ମୀରାବାଈଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ର ବିଶିଷ୍ଟ ବାଲୁକା ଶିଳ୍ପୀ ରାଜୁ ସାହୁ ନିଜ ବାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି
#ArgusNews #Odisha #ArgusNewsTV #MirabaiChanu #Sundargarh #SandArt #Tokyo_Olympic #SilverMedalist