ତାରିଫ କଲେ ଜାତିସଂଘ ଡିଜାଷ୍ଟର ରିସ୍କ ରିଡକସନ୍ ବା UNDRR ମୁଖ୍ୟ ମାମି ମିଜୁତୋରି । ସେ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ଓଡ଼ିଶା ପାଖରୁ ଶିଖିବା ଦରକାର । ଓଡ଼ିଶାର ବିପଦ ବିପର୍ଯ୍ୟୟ ପ୍ରଶମନର ସୁପରିଚାଳନା ଅନ୍ୟମାନେ ଶିଖିବା ଦରକାର ବୋଲି ମାମି ମିଜୁତୋରି କହିଛନ୍ତି
#ArgusNews #Odisha #NewsChannel #ArgusNewsTV #UNDRR #Odisha_Govt #Disaster_Management