ପଶ୍ଟିମବଙ୍ଗରୁ ଭୁବନେଶ୍ୱର ଭାୟା ଜଳେଶ୍ୱର ହୋଇ ରାଜଧାନୀରେ ପହଞ୍ଚୁଛି ଧଳା ଜହର । ହ୍ଵାଟ୍ସଆପ ରେ ଅର୍ଡର, ଫୋନ'ପେ ରେ ଟ୍ରାଞ୍ଜାକସନ । ବନ୍ଧା ହେଲା ଡ୍ରଗ୍ସ ବେପାରୀ ବିଟୁ ଖାନ । ଜବତ ହେଲା ୫୦ଲକ୍ଷ ଟଙ୍କା ଧଳାଜହର ।
#ArgusNews #Odisha #ArguNewsTV #durgs #brownsugar #Baleswar #Bhubaneswar #TituArrest