#ସରକାରଙ୍କ_ଆଶୀର୍ବାଦ_ପାଲଟିଲା_ଅଭିଶାପ
ସେପ୍ଟେମ୍ବର ୧୫ ତାରିଖରୁ ଅନାଥ ପିଲାଙ୍କୁ ଆଉ ମିଳିବ ନାହିଁ ସରକାରଙ୍କ ‘ଆଶୀର୍ବାଦ’ । ଏଣିକି ଅଭିଭାବକଙ୍କୁ ହରାଉଥିବା ଶିଶୁ ପୂର୍ବ ପରି ଶିଶୁ ସୁରକ୍ଷା ଯୋଜନାର ପୁରୁଣା ଆଇନରେ ସାମିଲ ହେବେ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି ।
#ashirbadjojana CMO Odisha #stop #collecter #letters #Odisha #ArgusNews