ନିଜର ରହିଛି ଅସାଧାରଣ ସ୍ମରଣ ଶକ୍ତି । ଶୁଣୁଥିବା ଅନେକ କଥାକୁ ମନେ ରଖି ଚଟାପଟ ଉତ୍ତର ଦେଇ ଅନେକଙ୍କୁ ଅବାକ କରିଦେଉଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ୬ବର୍ଷର ବାଳକ ପ୍ରଥମେଷ ମହାପାତ୍ର । ପ୍ରଥମେଶ ମାତ୍ର ୧୬ ସେକେଣ୍ଡରେ ଓଡ଼ିଶାର ୩୦ଜିଲ୍ଲାର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇବା ସହିତ ନିଜ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ।
#IndiaBookofRecords #extraordinarymemory #Balasore #odishapride #littleboy #GoodNews #Odisha #ArgusNews