#ମେହବୁବା_ମୁଫତିଙ୍କ_ଦିବା_ସ୍ବପ୍ନ
ମେହବୁବା ମୁଫତି ପୁଣି ଦେଖିଲେ ଦିବା ସ୍ୱପ୍ନ I କହିଲେ ଭବିଷ୍ୟତରେ ନିଶ୍ଚିତ ଭାବେ ଜାମ୍ମୁ କାଶ୍ମୀରରେ ଲାଗୁ ହେବ ଅନୁଚ୍ଛେଦ ୩୭୦ I ଧାରା ୩୭୦ ଉଚ୍ଛେଦ ପର ଠାରୁ ହିଁ ମତିଭ୍ରମର ଶୀକାର ହୋଇ ହୋଇଛନ୍ତି ମେହବୁବା I କେତେବେଳେ ତାଲିବାନ କଥା ନେଇ ଭାରତକୁ ଧମକ ଦେଉଛନ୍ତି ତ କେତେବେଳେ କହୁଛନ୍ତି ପାକିସ୍ତାନ ସହ ଭାରତ କରୁ କଥାବାର୍ତା I
#JammuKashmir Mehbooba Mufti #Taliban #ArgusNews