ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିବାରୁ ବେଶ ଖୁସି ଥିଲା ଚାଷୀ । କିନ୍ତୁ ଏବେ ଚାଷି କୁ ଚିନ୍ତାରେ ପକେଇଛି ପତ୍ର ପୋଡା ରୋଗ । ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଶହ ଶହ ହେକ୍ଟର ଜମି ରେ ବ୍ୟାପିବାରେ ଲାଗିଛି ପତ୍ର ପୋଡା ରୋଗ । ବର୍ଷ ଯାକର ପରିଶ୍ରମ ଆଖି ଆଗରେ ହୋଇଯାଉଛି ନଷ୍ଟ । ଅନ୍ୟପଟେ କୃଷି ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନି ବୋଲି ଅଭିଯୋଗ କରିଛନ୍ତି ଚାଷୀ...
#ArgusNews #OdishaNews #Boudh #Farmers_Problem