କାହା ସ୍ୱାର୍ଥରେ ନିର୍ମାଣ ହୋଇଛି ପାଣିଟାଙ୍କି । କୋରାପୁଟ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗିରିଜାଖାଲା ଗାଁରେ 80ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ପାଣି ଟାଙ୍କି ନିର୍ମାଣ ହୋଇଛି । ଏପରିକି ପ୍ରତି ଘର ସମ୍ମୁଖରେ ପାଣି ପାଇପ ବିଛାଯାଇଛି । ମାତ୍ର 6ମାସ ପରେ ବି ଆସିଲାନି ପାଣି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି.....
#ArgusNews #Odisha #Koraput #Narayanpatna #Water_Problem