କାଗଜ କଲମରେ ସୀମିତ ସରକାରୀ ପ୍ରତିଶ୍ରୁତି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି 100ରୁ ଅଧିକ ପରିବାର । ରାସ୍ତା ଓ ଆବାସ ଯୋଜନାଠାରୁ ଆରମ୍ଭ କରି ପିଇବା ପାଣି ପାଇଁ ମାଇଲ ମାଇଲ ଦୂରରେ ଥିବା ଝରଣା ଉପରେ ନିର୍ଭର ଗ୍ରାମବାସୀ....
#ArgusNews #Odisha #Sundargarh #Bonai #villageproblem