ନିଜେ ଚାଲିବାକୁ ସକ୍ଷମ ନାହାନ୍ତି । ହେଲେ ମୁଣ୍ଡେଇଛନ୍ତି ନାତୁଣୀର ଜୀବନ ଭାର । ସକାଳ ପାହିଲେ ପେଟ ଚାଖଣ୍ଡେ ପାଇଁ ନାତୁଣୀକୁ ସାଙ୍ଗରେ ଧରି ଘରୁ ବାହାରି ଆସନ୍ତି । ଆଉ ବୁଲି ବୁଲି ମାଗିଯାଚି ଯାହା ଦୁଇ ପଇସା ପାଆନ୍ତି ସେଥିରେ ହିଁ ଘରେ ଚୁଲି ଜଳେ । ଜନଗହଳିପୂର୍ଣ୍ଣ ରାସ୍ତାରେ ବେସାହାରା ଅବସ୍ଥାରେ ଜଣେ ବୁଢୀ ମାଉସୀକୁ ଦେଖିଲେ ଆପଣ ବି କହିବେ ଏଇ କଣ ଜୀବନ ...
#Argusnews #Odisha #Mayurbhanj #Udala