ବାଇକରେ ଯିବା ଦୂରରେ କଥା,ପାଦରେ ଚାଲିକି ଯିବା ମଧ୍ୟ କଷ୍ଟକର । ଏ ହେଉଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କଂସାର ବଡ଼ଦାଣ୍ଡିଆ ପଂଚାୟତର ବାଗଗହନ ଗାଁର ରାସ୍ତା । ଦୀର୍ଘ 50 ବର୍ଷ ହେବ ଗ୍ରାମବାସୀ ରାସ୍ତାଟିଏ ପାଇଁ ଅନେକ ଗୁହାରି କରିଥିଲେ ମଧ୍ୟ ଶୁଣୁନାହିଁ ପ୍ରଶାସନ....
#ArgusNews #Odisha #Kendrapada #Road_Problem