ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ସମ୍ବଲପୁର ରେଢାଖୋଲ ବ୍ଲକ ଭଟକାପଡାକୁ ବିକାଶ ଅପହଞ୍ଚ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ସୁବିଧାରୁ ବଞ୍ଚିତ । ପୂର୍ବରୁ ଭାଙ୍ଗି ଯାଇଥିବା ଏକ କଲଭର୍ଟ ଉପରେ କାଠ ତିଆରି ପୋଲ କରି ଯିବା ଆସିବା କରୁଛନ୍ତି ଗାଁ ଲୋକ ।....
#TheArgus #Odishanews #Sambalpur #Road_Problem