ବସୁଧା ଯୋଜନା କାହା ପାଇଁ ? କାହିଁକିନା ଯଦି ବାସ୍ତବିକ ଏହା ଲୋକଙ୍କ ପାଇଁ ତାହେଲେ ଗ୍ରାଉଣ୍ଡ ଜିରୋର ସ୍ଥିତି ଏପରି କାହିଁକି ? ରାଜ୍ୟ ସରକାରଙ୍କ ଘୋଷଣା ଥିଲା ପ୍ରତି ଘରେ ଘରେ ପହଞ୍ଚିବ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ..ହେଲେ ବାସ୍ତବ ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଓଲଟା.....
#ArgusNews #Odisha #Cuttack #Niali #Water_Problem