ଅସହାୟ କରିଦେଲା ସରକାରୀ ଯୋଜନା. ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିଲା ନାହିଁ ରାଜ୍ୟ ସରକାରଙ୍କ ଆବାସ ଯୋଜନା. ଯାହାଫଳରେ ସେ ନିଜ ଘର ପରିବାର ସହ ଗାଁ ଛାଡ଼ି ରାଜଧାନୀରେ ମୁଣ୍ଡ ଗୁଞ୍ଜିଛନ୍ତି. ବାରମ୍ବାର ପ୍ରଶାସନ ପାଖେ ଦୌଡ଼ାଦୌଡ଼ି ଗୁହାରି ଲଗେଇଲା ସତ୍ତ୍ୱେ ମିଳିଲାନି ଖଣ୍ଡିଏ ପକ୍କା ଘର
#ArgusNews #TheArgus #Bhubaneswar #AabasYojna