ଏଭଳି ପରିସ୍ଥିତିରେ ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ଏହି ଆବେଦନ ପରେ ଅପରାଧିକ ରେକର୍ଡର ଏକ ସରକାରୀ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଅନୁସନ୍ଧାନ କରାଯାଇଥିଲା ଏବଂ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଗଲା।
ଆହୁରି ଅଧିକ ମନୋରଞ୍ଜନ ଖବର ପଢନ୍ତୁ ।
ଚୁଲ ବୁଲ ପାଣ୍ଡେଙ୍କୁ ମିଳିଲା ଲାଇସେନ୍ସ

ଅର୍ଗସ ବ୍ୟୁରୋ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ। ବର୍ତ୍ତମାନ ତାଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ସେ ନିଜ ପାଖରେ ରଖିପାରିବେ ବନ୍ଧୁକ। ସଲମାନ ଖାନଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳି ଯାଇଛି। ଏନେଇ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ସେ ତାଙ୍କ ଗାଡିକୁ ମଧ୍ୟ ଅପଗ୍ରେଡ୍ କରିଥିବା କୁହାଯାଉଛି। ଜୀବନ ପ୍ରତି ବିପଦ ଥିବାରୁ କିଛି ଦିନ ପୂର୍ବରୁ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଥିଲେ।ନିକଟରେ ସଲମାନ ୨୨ଜୁଲାଇରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଥିଲେ। ସେଠାରେ ସଲମାନ ଅସ୍ତ୍ର ଲାଇସେନ୍ସ ପାଇଁ ପୋଲିସ କମିଶନରଙ୍କୁ ଭେଟି ଆବେଦନ କରିଥିଲେ।
ବନ୍ୟା ପାଇଁ ASO ଲିକ୍ଷିତ ପରୀକ୍ଷା ସ୍ଥଗିତ

ଅର୍ଗସ ବ୍ୟୁରୋ: ଘୁଞ୍ଚିଲା ଏଏସଓ( ଆସିଷ୍ଟାଣ୍ଟ ସେକସନ୍ ଅଫିସର) ଲିଖିତ ପରୀକ୍ଷା । ଆସନ୍ତା 21 ରେ ହେବାକୁ ଥିବା ଏଏସଓ ପରୀକ୍ଷା ଘୁଞ୍ଚିଲା । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଏସଓ ଲିଖିତ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍
Download Argus News App
