`କଲକୀ ୨୮୯୮ ଏଡି' ମହାଭାରତ ଯୁଦ୍ଧର ପରବର୍ତ୍ତୀ ମୁହୂର୍ତ୍ତରୁ ଆରମ୍ଭ ହୋଇଛି। ଯେତେବେଳେ ଭଗବାନ କୃଷ୍ଣ ଅଶ୍ବଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢ଼ିଛି। ସିନେମାର କାହାଣୀ ଅପେକ୍ଷା ଏଡିରେ ଦେଖାଯାଇଥିବା ଭିଜୁଆଲ ଗ୍ରାଫିକ୍ସ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଯାହାକୁ ସିନେମାର ବ୍ୟାକଗ୍ରାଉଣ୍ଡ ସଙ୍ଗୀତ ଆୁ ଟିକିଏ ଜୀବନ୍ତ କରିଛି।
ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପଟାନୀ, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରାଜାମୌଲି, ରାମଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖିବାକୁ ମିଳିବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର