ମଲିଶା କହିଛନ୍ତି, ତାଙ୍କ ପରିବାର ସଦସ୍ୟ କାରରେ ଯାଉଥିଲେ ସେହି ସମୟରେ ତାଲିବାନଙ୍କ ଗୁଳି ବିନିମୟରେ ବିସ୍ଫୋରଣ ହୋଇଥିଲା । ଆଫଗାନିସ୍ତାନରେ ତାଙ୍କ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ମଲିଶାଙ୍କ ଚାଚା ମଧ୍ୟ ଥିଲେ ଯିଏକି ଆଫଗାନିସ୍ତାନ ସରକାରଙ୍କ ପରିବହନ ମନ୍ତ୍ରଣାଳୟରେ କାମ କରୁଥିଲେ । ଏହା ସହିତ ମଲିଶା ହିନା ଖାନଙ୍କ ଦୁଇ କଜନ୍ଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏହାସହ ଅଭିନେତ୍ରୀ ମଲିଶା ଟ୍ୱିଟ କରି ଲେଖିଛନ୍ତି, ‘ମୁଁ ବହୁତ ଭାଗ୍ୟଶାଳୀ କି ମୁଁ ଭାରତରେ ରହୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ।’
They were all killed, when the vehicle they were traveling in came under heavy Taliban fire and exploded. We are so lucky to be living in India. Thank you Narendra Modi ji. #Afghanistan #Kabul #Taliban — Malisha Heena Khan (@OfficialMalisha) August 23, 2021