ମହିଳା ସିଙ୍ଗଲର ପଞ୍ଚମ ସେଟ ପରେ ସ୍କୋର 5-5ରେ ବରାବାରୀରେ ରହିଥିଲା । ଚାପ ସତ୍ତ୍ୱେ ସୁଟ୍ ଆଉଟ୍ ରେ ପରଫେକ୍ଟ 10 ସ୍କୋର କରିଥିଲେ ଦୀପିକା । ଆଜିର ମ୍ୟାଚରେ ରିଓରେ ସିଲଭର ପଦକ ଜିତିଥିବା ସୋନିୟା ପେରୱାଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି । ତେବେ ଟୋକିଓ ଅଲିମ୍ପିକ୍ସରୁ ଆଉ ଏକ ପଦକର ଆଶା ରହିଛି ।
କ୍ୱାର୍ଟର ଫାଇନାଲରେ ପହଞ୍ଚିଥିଲେ ଦୀପିକା, ଆଉ ଏକ ପଦକର ଆଶା

ଅର୍ଗସ ବ୍ୟୁରୋ: ତୀରନ୍ଦାଜରେ ଇତିହାସ ରଚିଲେ ଦୀପିକା କୁମାରୀ । ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପହଁଚିବାରେ ହେଲେ ପ୍ରଥମ ଭାରତୀୟ ତୀରନ୍ଦାଜ । ଦୀପିକା ଋଷିଆର ଖେଳାଳି କେସେନିଆ ପେରୋଭାଙ୍କୁ ସୁଟଆଉଟରେ 6-5ରେ ହରାଇ ଏହି ସଫଳତା ହାସଲ କରିଛନ୍ତି । ଶେଷ 8 ଜଣଙ୍କ ଭିତରେ ସ୍ଥାନ ପାଇବାରେ ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ ।
Download Argus News App
