ପାକିସ୍ତାନର ଜନସାଧାରଣ ଓ ରାଜନେତାଙ୍କ ମଧ୍ୟରେ ସୁସମ୍ପର୍କ ନଷ୍ଟ ହୋଇଛି । ପାକିସ୍ତାନର ନେତାମାନେ ଭାଷଣବାଜୀ କରିବା ଅପେକ୍ଷା ଲୋକମାନଙ୍କର ପ୍ରକୃତ ଆପତ୍ତି ଅଭିଯୋଗ ଶୁଣିବା ଓ ଦୂର କରିବା ଉଚିତ୍ ବୋଲି ଦେଶର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଏହି ପୂର୍ବତନ ସାଂସଦ ।
ଦେବାଳିଆ ପାକିସ୍ତାନ

ଅର୍ଗସ ବ୍ୟୁରୋ : କେବଳ ଅର୍ଥନୈତିକ ଭାବରେ ନୁହେଁ ବରଂ ରାଜନୈତିକ ଓ ନୈତିକ ଭାବରେ ମଧ୍ୟ ଦେବାଳିଆ ହୋଇପଡ଼ିଛି ପାକିସ୍ତାନ । ପାକିସ୍ତାନ ଏବେ ସମ୍ମୁଖୀନ ହେଉଥିବା ପରିସ୍ଥିତିକୁ ନେଇ ଏପରି କହିଛନ୍ତି ସେହି ପାକିସ୍ତାନର ଜଣେ ପୂର୍ବତନ ସାଂସଦ ମୁସ୍ତାଫା ନଓ୍ବାଜ ଖୋଖାର ।
Download Argus News App
