ଆଲୋଭେରା ଜେଲରେ ଭିଟାମିନ ଏ, ଭିଟାମିନ ବି,ଆଉ ଭିଟାମିନ ସି ପ୍ରଚୁର ମାତ୍ରାରେ ଭରପୂର ହୋଇ ରହିଛି ତାହାସହ ଆଣ୍ଟି ବେକ୍ଟେରିଆ ଓ ଆଣ୍ଟିଅକ୍ସାଡରେ ଭରପୂର ହୋଇ ରହିଛି । ଆଲୋଭେରା ଜେଲର ବ୍ୟବହାର ସବୁ କ୍ଷେତ୍ରରେ ଆପଣ କରିପାରିବେ ।
ପ୍ରସ୍ତୁତି:-
ଆଲୋଭେରା ଜେଲ ତିଆରି କରିବା ପାଇଁ ଆଲୋଭେରା,ଲେମ୍ଵୁ ଆଉ ଗୁଲାବ ଜଳ ଆଵଶ୍ୟକ ଅଛି । ପରେ ଆଲୋଭେରା ଉପର ସବୁଜ ରଙ୍ଗର ପତ୍ରକୁ କାଢି ଦିଅନ୍ତୁ । ତାହାକୁ ଭଲ ଭାବରେ କାଢି ସାରିବା ପରେ ଏକ ମିକ୍ସଚରରେ ପକାଇ ମିକ୍ସ କରିନିଅନ୍ତୁ । ଭଲରେ ମିକ୍ସ ହେଲା ପରେ ଲେମ୍ଵୁ ଓ ଗୁଲାବ ଜଳ ପକାଇ ଭଲ ଭବରେ ଗୋଳାଇ ଦିଅନ୍ତୁ । ତାକୁ ଏକ ଡବାରେ ରଖି ଫ୍ରିଜର୍ କିଛି ସମୟ ରଖିଦିଅନ୍ତୁ । ତାପରେ ଆପଣଙ୍କ ଯେତେବେଳେ ଇଛା ସେବେ ଵ୍ୟଵହାର କରନ୍ତୁ ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର