-କଂଚା କ୍ଷୀର ତ୍ୱଚାରେ ଚମକ ଆଣିବାରେ ସାହାଯ୍ୟ କରେ
-ତ୍ୱଚାକୁ ମଶ୍ଚରାଇଜ କରିବାରେ ସାହାଯ୍ୟ କରେ କଂଚା କ୍ଷୀର ।
-ତ୍ୱଚାକୁ କମୋଳ କରେ କଂଚା କ୍ଷୀର
-ତ୍ୱଚାରୁ ଦାଗ ଦୂର କରିବାରେ ସାହାଯ୍ୟ କରେ କଂଚା କ୍ଷୀର ।
-ପାଚିଲା ଅମୃତଭଣ୍ଡାରେ କଂଚା କ୍ଷୀର ମିଶାଇ ତ୍ୱଚାରେ ଲଗାଇବା ଫଳରେ, ଏହା ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର କରିବାରେ ସାହାଯ୍ୟ କରେ ।
.-ମହୁ ସହିତ କଂଚା କ୍ଷୀର ମିଶାଇ ତ୍ୱଚାରେ ଲଗାଇବା ଫଳରେ, ଏହା ତ୍ୱଚାକୁ ବେଦାଗ କରିବାରେ ସାହାଯ୍ୟ କରିଥାଏ । ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ୧୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ସଫା କରିବେ ।