ଏଥିରେ ଯୁଯୁମୁରା ଗାଁର କିଶୋର ଦେହୁରୀଙ୍କ ଉଭର ପୁଅ ଅର୍ଣ୍ଣବ ଓ ଝିଅ ଅନ୍ମୋଷା ଏବଂ ଗୋଇଲଗୁଡି ଗାଁର ସନ୍ତୋଷ ହାସାପୁତ୍ତି ଝିଅ ଖୁସବୁ ଭାଗ ନେଇଛନ୍ତି ।
ଏହି ୩ ଶିଶୁ ସ୍ଥାନିୟ ତୀରନ୍ଦାଜ ପ୍ରଶିକ୍ଷକ ମିତ୍ରଭାନୁ ମହାପାତ୍ର ଓ ମାନସ ରଞ୍ଜନ ମୁଣ୍ତାଠୁ ପ୍ରଶିକ୍ଷଣ ନେଉଥିଲେ । କଟକରେ ରାଜ୍ୟ ଆଚଚେରୀ ପକ୍ଷରୁ ଏମାନଙ୍କୁ ଚୟନ କରାଯାଇଛି । ତେବେ ଆଜିଠୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗୀତା ଚାଲିବ ।