ଯେଉଁଥିରେ ତାଙ୍କୁ ୯ ପ୍ରେସ କରି ସମସ୍ୟାକୁ ସୁଧାରିବା ପାଇଁ ଗ୍ରାହକ ସେବା ସହ ସମ୍ପର୍କ କରନ୍ତୁ ବୋଲି କୁହାଗଲା। ଏହାପରେ ୯ ଦବାଇବା ଦ୍ୱାରା ବ୍ୟକ୍ତିଗତ ସୂଚନା ମଧ୍ୟ ଲିକ୍ ହୋଇଗଲା। ତେବେ ତାଙ୍କ ସହ ଏଇଠାରୁ ଆରମ୍ଭ ହେଲା ଫ୍ରଡ। ସୂନାମୂତାବକ, ସ୍କେମର୍ସ ୟୁଜର୍ସଙ୍କୁ ଅଧିକ ସୂଚନା ଏବଂ ସହାୟତା ଜାଣିବା ପାଇଁ ୯ ନମ୍ବର ପ୍ରେସ କରିବା ପାଇଁ କହିଥାନ୍ତି। ୯ ଦବାଇବା ଦ୍ୱାରା ରିପ୍ରେଜେନଟେଟିଭ୍ଙ୍କ ସହ ଯୋଡି ହୋଇଥାନ୍ତି। ଯିଏ କି ନଜେ କଷ୍ଟମ ଡିପାର୍ଟମେଣ୍ଟ ର ଅଧିକାରୀ କହିଥାନ୍ତି। କୁହାଯାଉଛି ଯେ ଏମିତି ଶୈଳିରେ ଫ୍ରଡ କରିବା ସହଜ ହୋଇଥାଏ। କାରଣ ବ୍ୟକ୍ତିଙ୍କୁ ଲାଗିଥାଏ ତାଙ୍କ ନିକଟକୁ ଠିକ୍ କଲ ଆସୁଛି । ଆଜିକାଲି ସ୍କେମର୍ସ AI ରୁ ଆଓ୍ୱାଜ ପରିବର୍ତ୍ତନ କରୁଛନ୍ତି। ୟୁଜର୍ସଙ୍କ ସମ୍ପର୍କୀୟ ଏବଂ ସାଙ୍ଗସାଥି କହି ଫ୍ରଡ କରୁଛନ୍ତି।
କିପରି କରିବେ ରକ୍ଷା ?
ଏଥିରୁ ରକ୍ଷା ପାଇବାର ରାସ୍ତା ବହୁତ ସହଜ । କିନ୍ତୁ ଏଥିପାଇଁ ଆପଣଙ୍କୁ ସାମନ୍ୟ ସତର୍କ ରହିବାର ଆବଶ୍ୟକତା। ବିଏକ୍ସପର୍ଟସ କହିଛନ୍ତି ପ୍ରାୟତଃ ଅଧିକ ଭୁଲ ପୀଡିତଙ୍କର ଥାଏ।
ଅଧିକ ପଢନ୍ତୁ ଭାରତ ଖବର