ଶ୍ରୀମନ୍ଦିରରେ 122 ନୀତି ଏବଂ ମହାପ୍ରଭୁଙ୍କ ମାନବୀୟ ଲୀଳା କଥା ଶୁଣି ନିଜକୁ କୃତାର୍ଥ ମନେ କରିଥିବା କଥା କହିଛନ୍ତି । ସେପଟେ ଶିବିଶାସ୍ତ୍ରୀ ବଲବଆ ଫିଲ୍ମ ନିକଟରେ ରିଲିଜ 10 ତାରିଖରେ ହେବାକୁ ଥିବାବେଳେ ଦେଖିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଏ ଦର୍ଶନ କିନ୍ତୁ ଫିଲ୍ମ ପାଇଁ ନୁହେଁ ବରଂ ମନର ଶାନ୍ତି ପାଇଁ ସେ ଦର୍ଶନ କରିଥିବା କଥା କହିଛନ୍ତି ।
ଶ୍ରୀମନ୍ଦିର ରୁ ଫେରି ଅନୁପମ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପ୍ରତି ଅନୁପମଙ୍କ ଅଭିନୀତ ib71, signature, କାଗଜ2, nauataki ଭଳି ଫିଲ୍ମ ଶୁଟିଂ ଶେଷ ହୋଇଥିବା ବେଳେ ଶିବ ଶାସ୍ତ୍ରୀ ବଲବୋଆ ରିଲିଲ ହେବା ଅପେକ୍ଷାରେ ରହିଛି । ସେପଟେ ତେଲୁଗୁ ଫିଲ୍ମ ଜାର୍ତ୍ତିକେୟ 2 ମଧ୍ୟ ସଫଳତା ସାଉଁଟିଛି ।
ମନୋରଂଞ୍ଜନ ଖବର ଆହୁରି ପଢନ୍ତୁ