ଅର୍ଗସ ବ୍ୟୁରୋ : ୫ ୱକେଟରେ ଚେନ୍ନାଇକୁ ହରାଇ ଗୁଜୁରାଟର ଦମଦାର ବିଜୟ
ଏହି ବିଶେଷ ମୁହୁର୍ତ୍ତ ଲାଇଭ ଦେଖୁଥିବା ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟ ଛୁଇଁଥିଲା । ଏହି ଫୋଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅନେକ ଜଣ ବେଶ ପ୍ରଶଂସା କରିଛନ୍ତି । ସୂଚନା ମୁତାବକ କାଲି ଅହମଦାବାଦର ମୋଦି ଷ୍ଟାଡିଅମରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।