କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ, ଯେତେବେଳେ ସରକାର ଆମକୁ ଡାକିବେ, ଆମେ ଆଲୋଚନା ପାଇଁ ଯିବୁ । ସରକାର ଆମର ଦାବି ଗ୍ରହଣ ନକରିବା ପର୍ଯ୍ୟନ୍ତ ଆମର ଧର୍ମଘଟ ଜାରି ରହିବ।
ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ
ଅର୍ଗସ୍ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ଭାରତ ବନ୍ଦ । କୃଷକ ସଙ୍ଗଠନ ଏହା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ କୃଷକମାନେ ଏହି ଆନ୍ଦୋଳନ କରୁଛନ୍ତି।
Download Argus News App
