ନର୍ସିଂ କଲେଜ୍ ବଢ଼ାଯିବ । ICMR ଲ୍ୟାବ୍ ସଂଖ୍ୟା ବଢ଼ାଯିବ । ICMR ଲ୍ୟାବରେ ଡାକ୍ତର ଓ ଛାତ୍ରମାନେ ଗବେଷଣା କରିବେ । ୧୫୭ଟି ନୂଆ ନର୍ସିଂ କଲେଜ୍ ଖୋଲାଯିବ । ICMR ଲ୍ୟାବରେ କୃଷି ସମ୍ପର୍କିତ ଗବେଷଣା ହେବ । ଟିଚର୍ ଟ୍ରେନିଂ ସ୍କୁଲ ଗୁଡ଼ିକର ସଂଖ୍ୟା ବଢ଼ାଯିବ ।
୩ ବର୍ଷରେ ୮ ହଜାର ଶିକ୍ଷକ ନିଯୁକ୍ତି ହେବେ । ଆଦିବାସୀଙ୍କ କଲ୍ୟାଣ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା ହୋଇଛି । ଆଦିବାସୀଙ୍କ ପାଇଁ PVTG ବିକାଶ ମିଶନର ଶୁଭାରମ୍ଭ । ଆଦିବାସୀ କ୍ଷେତ୍ରରେ ବିଶେଷ ସ୍କୁଲ ଖୋଲାଯିବ।