ଏଥିରେ ସମାବେଶୀ ବୃଦ୍ଧି, ସବୁଜ ବିକାଶ, ଯୁବ ଶକ୍ତି, ବିତୀୟ କ୍ଷେତ୍ର, ଅନ୍ତିମ ସୀମା ଯାଏ ପହଂଚିବା, ମୌଳିକ ଭିତିଭୂମିର ବିକାଶ ଓ କ୍ଷମତାର ସମ୍ପୂର୍ଣ ବ୍ୟବହାର ସାମିଲ ରହିଛି ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷି କ୍ଷେତ୍ରକୁ ଗତି ଦେବା ପାଇଁ ଅଲଗା କୋଷ ତିଆରି କରାଯିବ । ନୂଆ ଟେକ୍ନୋଲଜି ଉପରେ ଗୁରୁତ୍ୱ ଦିଆଯିବ । ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ତେଣୁ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ମିଶନ ମୋଡରେ ସାର୍ବଜନୀନ ଓ ଘରୋଇ ଭାଗିଦାରୀରେ କାମ କରାଯିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।