ଆଜି ସକାଳ ୬ଟାରୁ ଏହି ଚଢାଉ ଆରମ୍ଭ କରାଯାଇଥିବା ବେଳେ ଖବର ଲେଖା ହେବା ବେଳକୁ ଛାନଭିନ୍ ଜାରି ରହିଥିଲା । ମିଳିଥିବା ସୂଚନା ଅନୁସାରେ ଅବୈଧ ଲେଣଦେଣ ଅଥବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରେଡ୍ କରୁଥିବା କୁହାଯାଉଛି । କିନ୍ତୁ ଏ ନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ଯେ କେଉଁ ମାମଲାରେ ଚଢାଉ କରାଯାଉଛି ।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପାଇଁ ପୁଣି ବଢିଲା ଅଡୁଆ

ଅର୍ଗସ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପାଇଁ ପୁଣି ବଢିଲା ଅଡୁଆ। ପି. ଚିଦାମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ଠିକଣାରେ ସିବିଆଇ ଚଢାଉ କରିଛି । ସିବିଆଇ ଦିଲ୍ଲୀ ଏବଂ ଚେନ୍ନାଇରେ ଥିବା ପ୍ରାୟ ୭ଟି ସ୍ଥାନରେ ଏକକାଳୀନ ଛାନଭିନ୍ ଜାରି ରଖିଛି ।
Download Argus News App
