ଏହାସହ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ, ସମ୍ବିଧାନ ହେଉଛି ସର୍ବୋଚ୍ଚ ଶକ୍ତି, ଭାରତ ଉପରେ ସଭିଁଙ୍କ ନଜର ରହିଥିବା ବେଳେ ବଢୁଥିବା ବିକାଶ ଓ ଅର୍ଥନୀତିକୁ ନେଇ ଆମର ଗୁରୁତ୍ୱ ବଢିଛି ।
ସୁପ୍ରିମକୋର୍ଟ ପରିସରରେ ପାଳିତ ହୋଇଯାଇଛି ୭୩ତମ ସମ୍ବିଧାନ ଦିବସ ସମାରୋହ

ଅର୍ଗସ ବ୍ୟୁରୋ : ଭାରତୀୟ ସମ୍ବିଧାନ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମକୋର୍ଟରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ ହୋଇଥିବା ସମାରୋହରେ ଯୋଗ ଦେଇଛନ୍ତି ।
Download Argus News App
