pic.twitter.com/dOlq7KkM3G — Sachin Tendulkar (@sachin_rt) March 27, 2021
ଅନ୍ୟପଟେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଥିବା ନେଇ ସେ ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ଅର୍ଗସ ବ୍ୟୁରୋ : ମହାନ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ସେ ନିଜ ଘରେ ସଙ୍ଗରୋଧରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ନିଜର ଚିକିତ୍ସା କରୁଛନ୍ତି । ଏହାସହ ସମସ୍ତ ପ୍ରୋଟୋକଲକୁ ଅନୁସରଣ କରୁଛନ୍ତି ।